ମୋ କୁନି କୁନି ଆଖିରେ ଦେଖୁଥିଲି ବହିଯାଉଛି ସେଇ ହାତମୁଠାରୁ କେମିତି ଉଛୁଳା ସ୍ନେହର ମନ୍ଦାକିନୀ ଧାର । ମୋ କୁନି କୁନି ଆଖିରେ ଦେଖୁଥିଲି ବହିଯାଉଛି ସେଇ ହାତମୁଠାରୁ କେମିତି ଉଛୁଳା ସ୍ନେହର ...
ଭାଇ ର ସ୍ପର୍ଶ ରେ ମିଳେ ସୁଖଦ ଭ୍ରାତୃ ପ୍ରେମ ପବିତ୍ର ମଧୁର ପୂଣି ସ୍ନେହ ତା ଅସୀମ । ଭାଇ ର ସ୍ପର୍ଶ ରେ ମିଳେ ସୁଖଦ ଭ୍ରାତୃ ପ୍ରେମ ପବିତ୍ର ମଧୁର ପୂଣି ସ୍ନେହ ତା ଅସୀମ ।
କୈଶୋର କ୍ଳାନ୍ତିର ଉପଶମ ହୁଏ ମାଆ ହାତର କୋମଳ ପରଶେ , ଚପଳତାର ସଂସ୍କାର ମାଆ , କୈଶୋର କ୍ଳାନ୍ତିର ଉପଶମ ହୁଏ ମାଆ ହାତର କୋମଳ ପରଶେ , ଚପଳତାର ସଂସ୍କାର ମାଆ ,
ସ୍ପର୍ଶ ସ୍ପର୍ଶ
ସମ୍ପର୍କ ର ନୂଆ ମୁହଁ ସମ୍ପର୍କ ର ନୂଆ ମୁହଁ
ଦୁଇଧାର ଲୁହ ଦୁଇଧାର ଲୁହ